Teetli foods✓ Verified
@teetlifoods
❤️ଜୟ ଜଗନ୍ନାଥ ସାଂଗମାନେ🥰🙏 Target-1 Million Subscribers❤️ 👉ପ୍ରତିଦିନ ଆମେ ସଂଧ୍ୟା 7 ଟାରେ Shorts Video Upload କରୁ🙏ଆଉ ଆମେ ବହୁତ୍ କଷ୍ଟ କରି ଭିଡିଓ ବନାଉ,ଦୟାକରି ମୋ ଭିଡିଓ ସବୁକୁ ନିଶ୍ଚୟ ଦେଖିବେ ଓ ମତାମତ କମେଣ୍ଟରେ ନିଶ୍ଚୟ ଜଣାଇବେ🙏 🙏 ସରଳ,ସହଜ ଏବଂ ପ୍ରାମାଣିକ ଓଡିଆ ଓ ଭାରତୀୟ ରେସିପି :) ମୁଁ ରେସିପି ଭିଡିଓ ତିଆରି କରେ ଓ ତା ସହିତ ନିଜ ଘରର ନିତି ଦିନିଆ ଘଟଣା ବି ଆପଣକୁ ଜଣାଏ🙏ମୋ ଚ୍ୟାନେଲ ମୁଖ୍ୟତ ଓଡିଆ ରୋଷେଇ ଉପରେ ଆଧାରିତ । ମୁଁ ଦିଲ୍ଲୀ ପାଖ ନୋଏଡାରେ ରୁହେ । ମୋର ଦୁଇ ପୁଅ ହିତେଶ୍ ଓ ସୋମେଶ୍ | ଜ୍ଞାନ ବାବୁ ମିଡିଆରେ job କରନ୍ତି । ଦୟାକରି ମୋ ଚ୍ୟାନେଲକୁ Like, Share,Comment ଏବଂ Subscribe ନିଶ୍ଚୟ କରନ୍ତୁ | Your Support is Motivating me to Create Videos❤️ ସାଂଗମାନେ ଦୟାକରି Support କରନ୍ତୁ🥰🙏 For Collaboration - [email protected] Note: We don’t promote betting and trading applications🙏
Format
Type
/api/banner/UC3UDzATIOloi0EJi72WOeug?format=webpChannel Info
- Country
- IN
- Joined
- Nov 24, 2021
- Keywords
- "teetlifoods"titlifoods"cookingvideos""villagecooking""cookingrecipes""cooking
Download Teetli foods's YouTube Banner
Use banner.yt to download Teetli foods's YouTube banner, channel art, and profile picture in any format. Our API supports WebP (recommended for best compression), AVIF, JPEG, and PNG formats. Choose from preset sizes optimized for desktop, TV, tablet, and mobile, or specify custom dimensions.
Simply use the URL /api/banner/UC3UDzATIOloi0EJi72WOeug to embed this banner anywhere — in websites, apps, Discord bots, or OBS overlays. No API key required.