MUNMUN BETI
@munmunbeti6032
ପ୍ରିୟ ଗୁରୁଜନ ଆପଣ ମାନଙ୍କୁ ନମସ୍କାର l ମୋର munmun ବେଟି youtube ଚାନେଲ ରେ ଆପଣ ମାନଙ୍କୁ ସ୍ୱାଗତ l ମୋ ନା ଅନନ୍ୟା ବେହେରା l ମୁ ଓଡିଶା ର ନବରଙ୍ଗପୁର ଜିଲ୍ଲା ଝରୀଗାଁ block ରେ ବାସ କରୁଛି lପ୍ରିୟ ରେ ସମସ୍ତେ ମୋତେ munmun ଡାକନ୍ତି l ମୋର ଏହି ଚାନେଲ ରେ ମୋର travelling, dance, ମୋର blog, ଆଉ ମୋର life style ର କିଛି ଭିଡ଼ିଓ ଏହି ଚାନେଲ ମାଧ୍ୟମ ରେ ଶେୟାର କରୁଛି l ଆପଣ ମାନେ ମୋର ପ୍ରେରଣା l ଆପଣ ମାନଙ୍କ ପାଇଁ ମୁ କିଛି କରି ପାରୁଛି l ଆପଣ ମାନଙ୍କ ଅଜସ୍ର ଭଲ ପାଇବା ମୋତେ ଦିନେ ବହୁତ ଆଗକୁ ନେଇଯିବ ବୋଲି ପୂର୍ଣ୍ଣ ବିଶ୍ୱାସ ଅଛି l ତେଣୁ ମୋ ଭିଡ଼ିଓ ଦେଖିକି ଆପଣ ମାନେ ଖୁସି ପାନ୍ତୁ l ଶ୍ରୀ ଜଗତର ନାଥ ଜଗନ୍ନାଥ ଆପଣଙ୍କ ସାଥିରେ ସଦା ସର୍ବଦା ଥାନ୍ତୁ l ଏତିକି ପ୍ରାଥନା l ମୋର facebook page କୁ ବି follow କରନ୍ତୁ l Munmun ବେଟି ନା ରେ ହିଁ ଅଛି l ମୋର instagram page bi munmun beti ନା ରେ ଅଛି l ନମସ୍କାର 🙏🙏🙏 ଜୟ ଜଗନ୍ନାଥ 🙏🙏🙏 dance, sambalpuri dance, village girl dance, youtube shorts, trending dance 2025, bollywood remix dance, odia dance Odia vlog# Chota jhia vlog# Munmun beti vlog# Daily vlog# Dance video# Viral dance video# Dance# Regular Dance video# Daily odia vlog# Middle class family vlog#
Format
Type
/api/banner/UC5UVpejlIRm7c7V4bCXOUrA?format=webpChannel Info
- Joined
- Jul 14, 2022
Download MUNMUN BETI's YouTube Banner
Use banner.yt to download MUNMUN BETI's YouTube banner, channel art, and profile picture in any format. Our API supports WebP (recommended for best compression), AVIF, JPEG, and PNG formats. Choose from preset sizes optimized for desktop, TV, tablet, and mobile, or specify custom dimensions.
Simply use the URL /api/banner/UC5UVpejlIRm7c7V4bCXOUrA to embed this banner anywhere — in websites, apps, Discord bots, or OBS overlays. No API key required.