Graduate Arup Sir
@graduatearupsir
ନମସ୍କାର🙏, ମୋ ନାଁ ଅରୁପ ଦାସ । ମୁଁ ଏହି channel ଛୋଟ ଏବଂ ବଡ଼ ପିଲାମାନଙ୍କୁ ଶିକ୍ଷା ଦେବା ଲାଗି ତିଆରି କରିଛି । ଏହି channel ରେ ପିଲାମାନେ ବିଭିନ୍ନ ପ୍ରକାର ଶିକ୍ଷା ଲାଭ କରି ପାରିବେ, ଯଥା, 👉Mathematics 👉English 👉Spoken English 👉General Knowledge 👉Word Meaning (Vocabulary) 👉Translation 👉History Honours Class 👉Political Science Honours Class 👉+3 All Class ଏହା ବ୍ୟତୀତ ପିଲାମାନଙ୍କୁ କିପରି ଉତ୍ତମ ସଂସ୍କାର ଦେବେ ଜଣେଇବି (Good Parenting) ଭିଡିଓ ଭଲ ଲାଗିଲେ ଆପଣ ମାନଙ୍କ ପ୍ରିୟଜନ ସହିତ share କରିବେ ଏବଂ ଏହି ପରି Important video ଦେଖିବା ପାଇଁ ଏହି channel ଟିକୁ subscribe କରି ପାଖରେ ଥିବା 🔔 Icon ଟି press କରିଦେବେ ଯାହା ଫଳରେ ଏହି channel ରେ Upload ହେଉଥିବା ସମସ୍ତ ଭିଡିଓର Notification ଆପଣଙ୍କ ପାଖକୁ ପ୍ରଥମେ ଯିବ । 100k Subscribers -My dream You can mail me [email protected]
Format
Type
/api/banner/UCBm_IyYFIjvvMtt6Zvd5eEg?format=webpChannel Info
- Country
- IN
- Joined
- Dec 14, 2021
- Keywords
- "OdiatoEnglishTranslation""SpokenEnglish""DailyUseEnglishsentences"
Download Graduate Arup Sir's YouTube Banner
Use banner.yt to download Graduate Arup Sir's YouTube banner, channel art, and profile picture in any format. Our API supports WebP (recommended for best compression), AVIF, JPEG, and PNG formats. Choose from preset sizes optimized for desktop, TV, tablet, and mobile, or specify custom dimensions.
Simply use the URL /api/banner/UCBm_IyYFIjvvMtt6Zvd5eEg to embed this banner anywhere — in websites, apps, Discord bots, or OBS overlays. No API key required.