Manoj Kumar Das Channel

Manoj Kumar Das Channel

@manojkumardaschannel

875 subscribers199 videos111.4K views

JAY JAGANNATH ଜୟ ଜଗନ୍ନାଥ I ❤ ODISHA'S FESTIVAL JAY JAGANNATH SWAMI NAYANA PATHA GAMI BHABA TUME ଏହି Channel ରେ ମହାପ୍ରଭୁଙ୍କ ସମସ୍ତ ନୀତି କାନ୍ତି ଦେଖିପାରିବେ...ମହାପ୍ରଭୁଙ୍କ ସକାଳ ଅବକାଶ ବେଶ, ସକାଳ ଧୂପ, ମଧ୍ଯାହ୍ନ ଭୋଜନ, ମଧ୍ଯାହ୍ନ ଧୂପ ଦୀପ, ସନ୍ଧ୍ୟା ଆଳତି, ମହାପ୍ରଭୁଙ୍କ ଅପୂର୍ବ ସୁନାବେଶ, ଓ ରାତ୍ର ରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଥାଏ. ବିଭିନ୍ନ ପର୍ବପର୍ବାଣୀ ରେ ମହାପ୍ରଭୁଙ୍କ ବିଭିନ୍ନ ବେଶ କରାଯାଇଥାଏ.. ଏକାଦଶୀ ସୁନାବେଶ, ହାତୀବେଶ, ନାଗାର୍ଜୁନ ବେଶ, ପଦ୍ମବେଶ,ବଡ଼ତଢାଉ ବେଶ, ରାମକୃଷ୍ଣ ବେଶ,ଲକ୍ଷ୍ମୀନାରାୟଣ ବେଶ, ନୃସିଂହ ବେଶ,କାଳିଆଦଳନ ବେଶ,ବଳିବାମନ ବେଶ ଅନୁଷ୍ଠିତ ହୋଇଥାଏ. ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା,ସ୍ନାନ ଯାତ୍ରା, ରଥଯାତ୍ରା,ବାହୁଡାଯାତ୍ରା,ଦୋଳଯାତ୍ରା ,ହୋଇଥାଏ.. ରଥ ରେ ମହାପ୍ରଭୁଙ୍କ ଅପୂର୍ବ ସୁନାବେଶ, ଅଧରପଣା ନୀତି ଓ ମହାପ୍ରଭୁଙ୍କ ନିଳାଦ୍ରି ବିଜେ କରାଯାଇଥାଏ... ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ମହାପ୍ରସାଦ ମଧ୍ଯ ମହାପ୍ରଭୁଙ୍କ ସମର୍ପଣ କରାଯାଇଥାଏ.. ଜୟ ଜଗନ୍ନାଥ The video Graphics and Editor : 👉Sritam,Rupak,Barsha,Bhadrak. Please 👉SUBSCRIBE👈 my youtube channel. THANK YOU SO MUCH ALL SUBSCRIBER'S

Manoj Kumar Das Channel YouTube Banner

Format

Type

/api/banner/UCI3tF-aEeNPKOH3GbwD9Zgw?format=webp
Download WEBP

Channel Info

Country
IN
Joined
Nov 25, 2020
Keywords
"YoutubeDuniayoutubeDunia"

Download Manoj Kumar Das Channel's YouTube Banner

Use banner.yt to download Manoj Kumar Das Channel's YouTube banner, channel art, and profile picture in any format. Our API supports WebP (recommended for best compression), AVIF, JPEG, and PNG formats. Choose from preset sizes optimized for desktop, TV, tablet, and mobile, or specify custom dimensions.

Simply use the URL /api/banner/UCI3tF-aEeNPKOH3GbwD9Zgw to embed this banner anywhere — in websites, apps, Discord bots, or OBS overlays. No API key required.