Paree Raaj Riyan Express
@pareeraajriyanexpress
ଆମର ଏଇ ଛୋଟ Chanel ଟିକୁ ଆପଣ ମାନଙ୍କ ସପୋର୍ଟ ନିହାତି ଜରୁରୀ। ଆପଣ ମାନଙ୍କ ସ୍ନେହ, ଶ୍ରଦ୍ଧା ଆଉ ଭଲ ପାଇବା ଆମ ପ୍ରତି ସବୁବେଳେ ଥାଉ। ଆମ ଏଇ ଛୋଟ Chanel ଟି ରେ ଆମର ହସ, କାନ୍ଦ, ଲୁହ, କୋହ, ସୁଖ, ଦୁଃଖ, travel, entertainment,reels, ସବୁ କିଛି share କରୁ। ଜାଣିନୁ କେବେ ଏଇ ପଥ ରେ ସଫଳତା ମିଳିବ, ହେଲେ ପ୍ରୟାସ ସବୁବେଳେ ଲାଗି ରହିବ। ଆପଣ ମାନଙ୍କ ଭଲ ପାଇବା ହିଁ ଦରକାର୍ ସବୁବେଳେ। ଆଉ ହଁ ଆମେ ଖାଣ୍ଟି ତାଳଚେରିଆ। ସମସ୍ତେ କୁହନ୍ତି ଗଣ୍ଡୋଗୋଳିଆ, ହେଲେ ଆମେ କହୁ ଆମ ତାଳଚେର ଭାରି ବଢିଆ। ଜୟ ମା ହିଙ୍ଗୁଳା 🙏 ଜୟ ଶ୍ରୀ ରାମ 🙏 ଜୟ ଜଗନ୍ନାଥ 🙏 ଜୟ ମହାବୀର 🙏🙏 Odisha odia Vlog #Please like , comment,share and Subscribe to our utube chanel # Paree Raaj Riyan Express Follow us on Instagram Paree Raaj Riyan Express and Facebook Page Paree Raaj Riyan Express ଆମ ଚାନେଲ ହେଉଚି ଆମ ପାଇଁ ଗୋଟେ ସ୍ମୃତି ଭଳି, ପ୍ରତିଟି ପୁରୁଣା କଥା ଦେଖିଲେ ଭଲ ଲାଗେ, କିଛି ସ୍ମୃତି କୁ ପରେ ଦେଖିଲେ ବହୁତ କଥା ମନେ ପଡେ। ଆପଣଙ୍କୁ ଯଦି ଆମ video ଭଲ ଲାଗୁଥାଏ ତାହେଲେ ନିହାତି ଆମ ଭିଡିଓ କୁ like କରିବେ, comment କରିବେ ଆଉ ନୂଆଁ ସାଙ୍ଗ ମାନେ subscribe କରିବେ 🙏🙏
Format
Type
/api/banner/UCYTjJ4F7Zk7AbdFAmCkSeJQ?format=webpChannel Info
- Country
- IN
- Joined
- Nov 25, 2014
Download Paree Raaj Riyan Express's YouTube Banner
Use banner.yt to download Paree Raaj Riyan Express's YouTube banner, channel art, and profile picture in any format. Our API supports WebP (recommended for best compression), AVIF, JPEG, and PNG formats. Choose from preset sizes optimized for desktop, TV, tablet, and mobile, or specify custom dimensions.
Simply use the URL /api/banner/UCYTjJ4F7Zk7AbdFAmCkSeJQ to embed this banner anywhere — in websites, apps, Discord bots, or OBS overlays. No API key required.