Rudrakshya Television

Rudrakshya Television✓ Verified

@rudrakshyatelevision

231.0K subscribers1.5K videos55.6M views

Welcome to Rudrakshya Television Channel ପ୍ରିୟ ଦର୍ଶକ ବନ୍ଧୁ | ମୁଁ ତାରା ପ୍ରସାଦ ମିଶ୍ର ଆପଣଙ୍କ ମାନଙ୍କୁ ସାଦରେ ପ୍ରଣାମ ଜଣାଉଛି | ଆପଣ ମାନେ ରୁଦ୍ରାକ୍ଷ ଟେଲିଭିଜନକୁ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଉଛି | ଓଡ଼ିଶାର ପ୍ରାଚୀନ କଳା ସଂସ୍କୃତିକୁ ସର୍ବ ସମ୍ମୁଖରେ ପହଞ୍ଚେଇବା ପାଇଁ ରୁଦ୍ରାକ୍ଷ ଟେଲିଭିଯନ ସଦା ସର୍ବଦା ସଂକଳ୍ପ ବଦ୍ଧ | ଆପଣଙ୍କର ଭଲପାଇବା ଏବଂ ଆଶ୍ରିବାଦ ରହିଲେ ଆମେ ଆହୁରି ସଂସ୍କୃତି ଭିତିକ କାର୍ଯ୍ୟକ୍ରମ ଯଥା - ଓଡ଼ିଆ ପାଲା, ଦାସ କାଠିଆ, ପ୍ରବଚନ, ଭଜନ ଆଦି ଅନେକ ନୂଆ ନୂଆ କାର୍ଯ୍ୟକ୍ରମ କୁ ଆପଣଙ୍କ ପାଖରେ ପହଞ୍ଚେଇ ପାରିବୁ |ଯଦି ଆପଣ ଆମ ଚ୍ୟାନେଲ କୁ Subscribe କରିନାହାନ୍ତି ତେବେ ଏବେ ହିଁ Subscribe କରିନିଅନ୍ତୁ ଏବଂ ତୁରନ୍ତ ପୋଷ୍ଟ ଦେଖିବା ପାଇଁ ବେଲ ବଟମ କୁ ବ୍ୟବହାର କରନ୍ତୁ | ଯଦି ଆପଣଙ୍କ ଅଂଚଳରେ ହେଉଥିବା ଏମିତି କିଛି କାର୍ଯ୍ୟମ ର ପ୍ରସାରଣ କରିବାପାଇଁ ଇଛାପ୍ରକାଶ କରନ୍ତି ତେବେ ଆମଶହ ଯୋଗା ଯୋଗ କରନ୍ତୁ Rudrakshya Television, Mob. 7846871040, 7008527328 Thank You. Channel Link : https://youtube.com/channel/UCeY5B_uZgQd4G73FHQJ2knw Facebook Link Facebook- Tara Prasad Mishra https://www.facebook.com/taraprasad.mishra.1 Instagram- Taraprasadm Mob - , 7008527328

Rudrakshya Television YouTube Banner

Format

Type

/api/banner/UCeY5B_uZgQd4G73FHQJ2knw?format=webp
Download WEBP

Channel Info

Country
IN
Joined
Nov 8, 2020
Keywords
"OdiaPala""OdiaBadaPala""RudrakshyaPala""PalaRudrakshyaTelevision"

Download Rudrakshya Television's YouTube Banner

Use banner.yt to download Rudrakshya Television's YouTube banner, channel art, and profile picture in any format. Our API supports WebP (recommended for best compression), AVIF, JPEG, and PNG formats. Choose from preset sizes optimized for desktop, TV, tablet, and mobile, or specify custom dimensions.

Simply use the URL /api/banner/UCeY5B_uZgQd4G73FHQJ2knw to embed this banner anywhere — in websites, apps, Discord bots, or OBS overlays. No API key required.