Pinky&smiley
@pinkypanda6405
🙏 welcome to my channel, ମୁଁ priyadarshini panda ଆପଣ ମାନଙ୍କୁ ମୋ channel (pinky&smiley )କୁ ସ୍ଵାଗତ କରୁଛି. Pinky ହେଉଛି ମୋ ନାଁ ଆଉ smiley ହେଉଛି ମୋ ଝିଅ ର ନାଁ, ମୋ ଝିଅ ଦୀର୍ଘ ଦଶ ବର୍ଷ ପରେ ଆମ ଜୀବନରେ ଆସିଚି ,ଆମ ଆଖିରୁ ଲୁହ ପୋଛି ଆମ ଓଠରେ ହସ ଦେବାକୁ ସେଥି ପାଇଁ ତା ନାଁ ଆମେ smiley ରଖିଛୁ, ମୋ ଝିଅ କୁ ଆପଣ ମାନେ ଆଶିଷ ଦିଅନ୍ତୁ, ଏହି channel ରେ ଆପଣ ଜାଣିବାକୁ ପାଇବେ pregnancy tips, vastu Tips, motivational story, cooking, କିଛି ଜଣା ଅଜଣା କଥା,ଆଉ ଦେଖିବାକୁ ପାଇବେ ଆମ ଛୋଟ ପରିବାର ଛୋଟ ଛୋଟ blog.or smiley ra Masti. ଯଦି ମୋ video ଆପଣ ମାନଙ୍କୁ ଭଲ ଲାଗେ ତାହାଲେ ମୋ video କୁ like, comment ,share, ନିଶ୍ଚିନ୍ତ କରିଦେବେ, ଆଉ ମୋ channel କୁ subscribe ମଧ୍ୟ କରିବେ,🥰🥰🥰🥰love you all My youtube family।🙏
Format
Type
/api/banner/UCfwSYyE1CcNnWcsHlYim0tA?format=webpChannel Info
- Country
- IN
- Joined
- Nov 3, 2018
- Keywords
- Pinky&smileyShorts"VastuTips""Pregnancytips"BlogFoodCooking"Home
Download Pinky&smiley's YouTube Banner
Use banner.yt to download Pinky&smiley's YouTube banner, channel art, and profile picture in any format. Our API supports WebP (recommended for best compression), AVIF, JPEG, and PNG formats. Choose from preset sizes optimized for desktop, TV, tablet, and mobile, or specify custom dimensions.
Simply use the URL /api/banner/UCfwSYyE1CcNnWcsHlYim0tA to embed this banner anywhere — in websites, apps, Discord bots, or OBS overlays. No API key required.