STAR JATRA
@starjatra
ଆମେ କଳା ପ୍ରେମୀ | ଯାତ୍ରା ଏବଂ ଯାତ୍ରା କଳାକାର ଙ୍କୁ ଆମେ ବହୁତ ପସନ୍ଦ କରୁ ଆଉ ସମ୍ମାନ କରୁ | ଆପଣ ମାନେ ଦେଖୁଥିବା ସବୁ ଭିଡ଼ିଓ ଗୁଡିକ ର ଶ୍ରେୟ ସେଇ କଳାକାର ମନଙ୍କୁ ଯାଉଛି. ସେଇ ମାନଙ୍କ ପାଇଁ ହିଁ ଏଇ ଭିଡ଼ିଓ ଅପାଙ୍କ ପାଖରେ ପହଞ୍ଚୁଛି. ଆପଣ ମାନଙ୍କୁ ଏଇ ଭିଡ଼ିଓ ଦେଖାଇବାର କାରଣ ଏହି କି ଆପଣ ଙ୍କ ଯାତ୍ରା ଯିବାର ଇଛା କୁ ଆଉ ଟିକେ ବଢ଼େଇବା | ଯାତ୍ରା ଦେଖନ୍ତୁ , ସପୋର୍ଟ କରନ୍ତୁ କଳାକାର ଙ୍କୁ , ଯାତ୍ରା କୁ ଆମେ ବଂଚେଇ ରଖିବା | ଆମ Channel ରେ ଦେଖୁଥିବା ଭିଡ଼ିଓ କେବଳ Trailer , full ଷ୍ଟୋରୀ ଯାଇ live ଦେଖନ୍ତୁ. ଆମ ଭିଡ଼ିଓ ରୁ ଯାତ୍ରା କୁ କିମ୍ବା କଳାକାର ଙ୍କୁ judge କରନ୍ତୁ ନାଇଁ. ଯାତ୍ରା ପ୍ରଯୋଜକ ମନକୁ ବହୁତ ବହୁତ ଧନ୍ୟବାଦ. ବାଦ୍ୟ ଯନ୍ତ୍ର ବାଦକ ମନକୁ ବହୁତ ସାରା ଭଲ ପାଇବା. ଯାହାର ପ୍ରଚାର ଶୁଣି ଲୋକ ଯାତ୍ରା ଦେଖିବାକୁ ଆସନ୍ତି ସେମାନଙ୍କୁ ବି ବହୁତ ଭଲ ପାଇବା. Tent ପିଲା ଙ୍କୁ ବି ଧନ୍ୟବାଦ। ସମସ୍ତ ଙ୍କୁ ଆମର ସମ୍ମାନ। ଯଦି କୌଣସି ପ୍ରଯୋଜକ ମାଲିକ କିମ୍ବା କାହାକୁ ବି କୌଣସି ଭିଡ଼ିଓ ରୁ କିଛି କ୍ଷତି ହଉ ଥାଏ ତେବେ ଦୟା କରି ଆମର Business email ରେ ଆମକୁ contact କରନ୍ତୁ . We will remove, କିମ୍ବା ଯଦି କିଛି miss information ଯାଇଥାଏ ଆମେ ତାକୁ ଠିକ କରିଦେବୁ . SUBSCRIBE OUR CHANNEL FOR UODATE CLICK THA BALL ICON
Format
Type
/api/banner/UCnVdg0r8kQ5SbonUSYobJ3w?format=webpChannel Info
- Country
- IN
- Joined
- Oct 25, 2017
- Keywords
- STARJATRA"odiajatraupdate""odiajatrakhabar""ajirajatra"
Download STAR JATRA's YouTube Banner
Use banner.yt to download STAR JATRA's YouTube banner, channel art, and profile picture in any format. Our API supports WebP (recommended for best compression), AVIF, JPEG, and PNG formats. Choose from preset sizes optimized for desktop, TV, tablet, and mobile, or specify custom dimensions.
Simply use the URL /api/banner/UCnVdg0r8kQ5SbonUSYobJ3w to embed this banner anywhere — in websites, apps, Discord bots, or OBS overlays. No API key required.